ରିଆମାଳ ବ୍ଲକ ବୁଢାପାଳ ଗ୍ରାମରେ ଆଜି ଏକ କମଳା ଜୁସ୍ ପ୍ରକ୍ରୀୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଦେବଗଡ ସ୍ଥିତ ଓରମାସ୍ର ଡେପୁଟୀ ସିଇଓ ରବିନ୍ଦ୍ର ନାଥ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ଉଦଘାଟନ କରିଥିଲେ ।