ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତି ବିହାରରେ ଜଣେ ବ୍ୟକ୍ତିଙ୍କ ଆସ୍ୱଭାବିକ ଭାବରେ ମୃତ୍ୟୁ ଅଭିଯୋଗ ମିଳିଥିବା ସୂଚନା ଅନୁଯାଇ ବୁର୍ଲା ଥାନା ଏମସିଏଲ ଜାଗୃତି ବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ନେଇ ପରିବାର ବର୍ଗ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ l ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିଛି l ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡିନାହିଁ l ସେପଟେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିବା ନେଇ ଆଜି ରାତି 8ଟାରେ ବୁର୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି l