କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେଓମାଳୀ ରାସ୍ତା ନିର୍ମାଣ ଯୋଗୁଁ ସମ୍ପୁର୍ଣ୍ଣ ଯାତାୟାତ ବନ୍ଦ କରିଛି ପ୍ରଶାସନ। ବର୍ଷ ତମାମ ରାସ୍ତା ନିର୍ମାଣ କାର୍ଯ୍ୟ କରି ପାରିଥାନ୍ତେ କିନ୍ତୁ ପର୍ଯଟନ ରୁତୁ ରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ପର୍ଯ୍ୟଟକ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ମଙ୍ଗଳବାର ଦିନ ୧୨ ଘଣ୍ଟା ସମୟରେ ଅନୁରୋଧ କରିଛନ୍ତି।