ସୋରଡା: ସୋରଡ଼ା ବିଜ୍ଞାପିତଅଞ୍ଚଳପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ୧୭ସେପ୍ଟେମ୍ବର ରୁ ଅକ୍ଟୋବର ୨
Surada, Ganjam | Sep 24, 2025 ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 17 ସେପ୍ଟେମ୍ବର ରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଶିବଶଙ୍କର ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ କାଉନସିଲର ଓ କଲେଜ୍ ଛାତ୍ରୀ ,ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମିଶି ସୋରଡ଼ା ଘାଇ ସ୍ଥିତ ପିକିନିକ ସ୍ପର୍ଟ ଠାରେ ରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା କୁ ବାହାର କରିଥିଲେ ଓ ସମସ୍ତଙ୍କୁ ପରିବେଶ ସଫା ସୁତାର ରଖିବା ପାଇଁ ପରାମର୍ଶ ଦେଇଥିଲେ।