ଅକ୍ଟୋବର ୨୫ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଅପରାହ୍ନ ୨ଟା ୩୦ମିନିଟ ପର୍ଯ୍ୟନ୍ତ ସାଇବର ସୁରକ୍ଷା ଅଭିଯାନ ୨୦୨୫ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମଟି ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ଅବସରରେ ମୁଖ୍ୟ ଅତିଥି ରୂପେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପଶ୍ଚିମାଞ୍ଚଳ ରେଞ୍ଜ ଡି.ଆଇ.ଜି. ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଏସ.ପି. ନୀତେଶ ୱାଦୱାନୀ ଓ ରାଉରକେଲା ଡ଼ି.ଏଫ.ଓ. ଯଶୋବନ୍ତ ସେଠୀ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ପରେ ସାଇବର କ୍ରାଇମ ଉପରେ p