ନେସନାଲ ହେରାଲଡ଼ ମାମଲା ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଙ୍କୁ ଉଚ୍ଚ ନ୍ୟାୟଳୟ ଙ୍କ ଆଶ୍ୱସ୍ଥି ପରେ ବିଜେପି ବିରୁଧ ରେ ରାଜ ରାସ୍ତାକୁ ଓଲ୍ହାଇଛି କଂଗ୍ରେସ l ଇଡି ଓ ସିବିଆଇ ଲଗାଇ ମିଥ୍ୟା ମାମଲା କରି ବର୍ଷ ବର୍ଷ ଧରି ବିରୋଧୀ ଙ୍କୁ ଦୁର୍ବଳ କରିବା ଷଡଯନ୍ତ୍ର ସହ ଦୁଇ କଂଗ୍ରେସ ନେତାଙ୍କୁ ହଇରାଣ କରିଥିବା ବିଜେପି ଓ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଙ୍କ ବିରୋଧ ରେ ହଲ୍ଲାବୋଲ କରିଛି କଂଗ୍ରେସ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ସାହା ଙ୍କ କୁଶ ପୁତ୍ତଳିକା ଦାହକରୀପ୍ରତିବାଦ କରାଯାଇଛି l