ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଠାରେ ରାତିରେ ଅବକାରୀ ବିଭାଗ ଚଢାଉ କରି ଏକ ଆର୍ଟିକା ସହ ୨୫ କେଜି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି।ସୂଚନା ଅନୁସାରେ ଖପ୍ରାଖୋଲ ଏବଂ ପାଟଣାଗଡ଼ ଅବକାରୀ ବିଭାଗର ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ ଜୟନ୍ତୀ ଲାଲ ପାଣ୍ଡେ ଙ୍କ ନେତୃତ୍ୱରେ ଟିମ ବେଆଇନ ଗଞ୍ଜେଇ ଚାଲାଣ ଉପରେ ତୀକ୍ଷ୍ମ ନଜର ରଖିଥିଲେ। କୌଣସି ମତେ ସୂଚନା ପାଇ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ସାପ୍ତାହିକ ବଜାର ନିକଟରେ ଦୁଇ ଜଣ ବ୍ୟକ୍ତି ଗୋଟିଏ ଆର୍ଟିକା ଗାଡି (ନଂ ଓଡ଼ି ୦୫ ଏକେ ୫୨୮୬) ରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଇଥିବା ଜାଣି ଗାଡି ଅଟକାଇଲା ବେଳେ ଗାଡ଼ିରେ ଥିବା ଡ୍ରାଇଭର