Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ଶାଳବଣୀ ରେ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

Baleshwar M, Balasore | Dec 10, 2025
ବାଲେଶ୍ବର ରେମୁଣା ଥାନା ଅଧିନ ଶାଳବଣୀ ଗ୍ରାମର ଅଭିରାମ ଦାସଙ୍କ ଧାନ ଗଦାରେ ବୁଧବାର ରାତ୍ର ୮ଘଟିକା ସମୟରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ୪ ଏକର ଚାଷ ଜମିରୁ ଧାନ ଅମଳ କରି ରଖିଥିଲେ। ଅଭିରାମ ସନ୍ଦେହ କରୁଛନ୍ତି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି କେହି କରିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଅୟତ୍ତ କରିଥିଲେ।
ବାଲେଶ୍ବର ମ୍ୟୁନିସିପାଲଟି: ଶାଳବଣୀ ରେ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ - Baleshwar M News