କବିସୂର୍ଯ୍ୟନଗର: ମା' ଛିନ୍ନମସ୍ତା ମନ୍ଦିର ନିକଟରେ ଅଟଳ ଯୁବ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
Kabisuryanagar, Ganjam | Aug 5, 2025
ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଅଟଳ ଯୁବ ବାହିନୀର ନିଆରା ପ୍ରୟାସ ।ବୃକ୍ଷ ରୋପଣ କରି ସମାଜକୁ ଦେଇଛନ୍ତି ସୁନ୍ଦର ବାର୍ତ୍ତା। ପରିବେଶ ପାଇଁ...