ଯାଜପୁର: କଂଗ୍ରେସରୁ ନିଲମ୍ବନ ପରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବରୀରେ ବର୍ଷିଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ
କଂଗ୍ରେସରୁ ନିଲମ୍ବନ ପରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବରୀରେ ବର୍ଷିଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ l ସୂଚନା ଅନୁଯାୟୀ ଗତ କିଛିଦିନ ହେବ କଂଗ୍ରେସ ଉପରେ ବର୍ଷି ଥିଲେ ପୂର୍ବତନ କଂଗ୍ରେସ ନେତା ଶ୍ରୀ ଗୁରୁ l ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଭାପତି ଶ୍ରୀ ଗୁରୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି l ସେପଟେ ଆଜି ଆଜି କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷୀଛନ୍ତି ଶ୍ରୀ ଗୁରୁ l