ଆଜି ମାର୍ଚ୍ଚ 13 ତାରିଖ ପୂର୍ବାହ୍ନ 11 ଟା ପାଖାପାଖି ସମୟରେ ଏହି ନିଖୋଜ ଯୁବତୀଙ୍କୁ କୁତ୍ରା ପୋଲିସ ସାହାଯ୍ୟରେ କିଞ୍ଜିର କେଲା ପୋଲିସ ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି। ତେବେ ଯୁବତୀ ଜଣଙ୍କ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ କିଞ୍ଜିରକେଲା ଥାନାରେ ଲିଖିତ ସୂଚନା ଦେଇଥିଲେ। ସେହି ସୂଚନା ଆଧାରରେ କିଞ୍ଜିର କେଲା ପୋଲିସ କଞ୍ଜିର କେଲା ଥାନା ମେନ ମିଶିଙ୍ଗ ରିପୋର୍ଟ 9/2026 ରେ ଏକ ମାମଲା ରୁଜ୍ଜୁ କରିଥିଲା। ଆଜି ସମ୍ପୃକ୍ତ ବ୍ୟକ୍ତି କୁତ୍ରା ଅଂଚଳରେ ଥିବା ନେଇ ସୂଚନା ମିଳିବା ପରେ କୁତ୍ରା ପୋଲିସ ସାହାଯ୍ୟରେ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ