ଭୋଗରାଇ: ପବିତ୍ର ସୋମବାର ରେ ହୁଗୁଳି ସ୍ଥିତ ଚନ୍ଦନେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର
ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ପୀଠରେ ପବିତ୍ର ସୋମବାର ଓ ପଞ୍ଚୁକ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୋଗରାଇ ତହସିଲଦାର ।