ଗ୍ରାମାଞ୍ଚଳ ମହିଳା ଓ ପୁରୁଷ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ହସ୍ତ ତନ୍ତ ବିଭାଗ ପକ୍ଷରୁ ସଚେତନତା କାର୍ଯକ୍ରମ ମନୋରମା ବିଦ୍ୟାଭବନ ମାନପୁର ଠାରେ ଆୟୋଜିତ ହୋଇ ଯାଇଛି। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅଜୟ କୁମାର ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ପ୍ରକାରର କ୍ଷୁଦ୍ର, ମଧ୍ୟମ ଶିଳ୍ପ ସ୍ଥାପନ କରିବା ପାଇଁ ରହିଥିବା ସରକାରୀ ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ ।