ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବିଧାସଭାରେ ଉତ୍ଥାପନ କଲେ କଂଗ୍ରେସ ବିଧାୟକ
ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବିଧାସଭାରେ ନ୍ୟାର୍ଯ୍ୟ ଦାବୀକୁ ଦୃଢ଼ ଭାବରେ ଉତ୍ଥାପନ କଲେ କଂଗ୍ରେସ ବିଧାୟକ ସିଏସ୍ ରାଜେନ ଏକ୍କା। ସୋମବାର ଅପରାହ୍ନରେ ବିଧାନସଭାରେ ଏନେଇ ଦାବି ଉତ୍ଥାପନ କରିଛନ୍ତି।