ଜିଲ୍ଲାପାଳଙ୍କ ଦ୍ୱାରା ଲହଣ୍ଡାବୁଡ଼ସ୍ଥିତ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ କାରଖାନା ପରିଦର୍ଶନ କଲେ ଜିଲ୍ଲାପାଳ l ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଆଜି ଅପରାହ୍ନ ପ୍ରାୟ ୪ ଟା ରେ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ କାରଖାନା ପରିଦର୍ଶନ କରିଥିଲେ l କାରଖାନାରୁ ନିର୍ଗତ ବର୍ଜ୍ୟଧୂଆଁ ପ୍ରଦୂଷଣକୁ ରକ୍ଷାକରିବା ପାଇଁ ଉଦ୍ଦିଷ୍ଟ ESPମେସିନ ଠିକ ଭାବେ କାର୍ଯ୍ୟ କରୁ ନଥିବା ପରିଲକ୍ଷିତ ହେବାରୁ ସମସ୍ତ ନିୟମ ପାଳନ ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏହି ଅବସରରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ