ଲାଞ୍ଜିଗଡ଼ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଗୃହର ନିର୍ମାଣ ରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି।ଉକ୍ତ ଗୃହର ନିର୍ମାଣ କାର୍ଯ୍ୟରେ ବିଳମ୍ବ ର କାରଣ ଖୋଜି ବାହାର କରିବା ପାଇଁ ହିତାଧିକାରୀ ମାନଙ୍କ ସହିତ ଚାଲିଛି ଆଲୋଚନା ଏହି କ୍ରମରେ ବାତେରଲିମା ପଞ୍ଚାୟତ ଅନ୍ତର୍ଗତ ବୋରିଙ୍ଗପଦର ଗାଁ ରେ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ଶୀଘ୍ର ଗୃହ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିବା ଆଜି ରବିବାର ଅପରାହ୍ନ ଚାରିଟା ସମୟରେ ଦେଇଛନ୍ତି ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର ସୁଚନା ଦେଇଛନ୍ତି।