ଓରିଏଣ୍ଟ: ଝାରସୁଗୁଡା ସହରରେ ଗରବା ଗୁଞ୍ଜ ସିଜନ -୨ କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ସହରରେ ଗରବା ଗୁଞ୍ଜ ସିଜନ -୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଭାଇରାଲ ମିଡ଼ିଆ ଗ୍ରୁପ ପକ୍ଷରୁ ଆଜି ଶନିବାର ସନ୍ଧ୍ୟା ୭ ଟା ରୁ ରାତି ୧୦ ଟା ଯାଏଁ ଗରବା ଗୁଞ୍ଜ ସିଜନ-୨ କାର୍ଯ୍ୟକ୍ରମ ଧୁମଧାମ ରେ ଅନୁଷ୍ଠିତ ହୋଇଛି l ନବରାତ୍ର ଅବସର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଶତାଧିକ ସଂଖ୍ୟାରେ ମହିଳା ପୁରୁଷ, ଯୁବକ ଯୁବତୀ ଯୋଗ ଦେଇଛି ଗରବା ନୃତ୍ୟ କରିଛନ୍ତି l ପାରମ୍ପାରିକ ଗରବା ନୃତ୍ୟ କରି ଆସୁରିକ ଶକ୍ତି ଉପରେ ମା ଦୁର୍ଗା କିପରି ବିଜୟର ଗାଥା ବର୍ଣନା କରିଛନ୍ତି l