କଟକ ପୌରାଞ୍ଚଳ: ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶୀ ଜଙ୍ଗଲରେ ରେଡ, ବିପୁଳ ପରିମାଣର ଦେଶୀ ମଦ ସହ ପୋଚ୍ ଜବତ, ଜଣେ ଗିରଫ
Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଳା ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶୀ ଜଙ୍ଗଲରେ ତିଗିରିଆ ଥାନା ପୋଲିସର ଏକ ଟିମ୍ ରେଡ କରି ବିପୁଳ ପରିମାଣର ଦେଶୀ ମଦ ସହ ଗୁଡପୋଚ୍...