ବେଲପାହାଡ ସମଡା ଶନିବାର ବଜାରପଡାରେ ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅଂଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ବଜାରପଡା ସ୍ଥିତ ମା ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏହି ବୈଠକ ରେ ଆଲୋଚନା କରାଯାଇଛି l ଆସନ୍ତା ନଭେମ୍ବର ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଧୁମଧାମରେ ମା ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ ପାଳନ ହେବ l ଆଜିର ବୈଠକରେ ସମଡା ବେଲପାହାଡବାସୀ ଯୋଗଦେବାସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସାମିଲ ଥିଲେ l ମା ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ କିପରି ଭଵ୍ୟତାର ସହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଛି l ଆଜି ଶୁକ୍ରବାର ସନ୍ଧ୍ୟା ୬ ଟା ରୁ ରାତି ୮ ଟା ଯାଏଁ