ସାଇ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଶନିବାର ସମ୍ୱଲପୁର ଠାରେ ଦୁଇ ଦିନିଆ ଲିଟିଲ୍ ମିସ୍ ଓ ମାଷ୍ଟର ଏବଂ ମିସ୍ ଓ ମାଷ୍ଟର୍ ଟିନ୍ ଶିଶୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆଜି ପ୍ରତିଯୋଗିତା ଆୟୋଜନ କମିଟିର ଅଧ୍ୟକ୍ଷ ଇଂ ସୁଶାନ୍ତ କୁାମର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ଲିଟିଲ୍ ମିସ୍ ଓ ମାଷ୍ଟର ପ୍ରତିଯୋଗୀରେ ଚୁଡ଼ାନ୍ତ ପର୍ଯ୍ୟାୟକୁ ୨୪ ଜଣ ଶିଶୁ ପ୍ରତିଯୋଗୀ ସେମାନଙ୍କ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାଟି ୫ଟି ରାଉଣ୍ଡରେ ଅନୁଷ୍ଠିତ ହୋଇ