ହୀରାକୁଦ ଲରପଙ୍କ ଠାରେ ଅନୁଷ୍ଠିତ ହୋଇଛି ମାର୍ବାଡ଼ ମହୋତ୍ସବ । ଏହି ଉତ୍ସବ ୧୮ ରୁ ୨୨ ପାଞ୍ଚ ଦିନ ବ୍ୟାପି ହେବ l ଆଜି ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗ ଦେଇଥିଲେ l ଓଡିଶା, ରାଜସ୍ଥାନ ଓ ହରିୟାଣା ତିନୋଟି ରାଜ୍ୟ ର ସାଂସ୍କୃତି, ପରମ୍ପରା ଐତିହ ର ମହାମିଳନ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା l । ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ହେଉଛି ପରିଚୟ, ଭାବନା ର ଆଦାନ ପ୍ରଦାନ, କଳା, ସଂସ୍କୃତି ଓ ପରମ୍ପରା ର ପ୍ରଦର୍ଶନ ର ମହାସଙ୍ଗମ ବୋଲି ଅତିଥି ମାନେ