କେନ୍ଦୁଝର ସହର: ଘସିପୁରା ନିକଟରେ ବିଦ୍ଯୁତ୍ ଆଘାତରେ ଜଣେ ମୃତ , ୨ଗୁରୁତର ା କୋରି ଅର କମ୍ପାନୀ ଗୋଦାମରେ ଅଘଟଣ ା
କୋରିଅର କମ୍ପାନୀ ର ଗୋଦାମ ରେ ଅଘଟଣ , ବିଦ୍ଯୁତ୍ ଆଘାତରେ ଜଣେ କର୍ମଚାରୀ ମୃତ ା ଅନ୍ଯ ଦୁଇ କର୍ମଚାରୀ ଗୁରୁତର ା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାପଥର ଘଷିପୁରା ବାଇପାସ୍ ଠାରେ ଡେଲିଭରି କୋରିଅର କମ୍ପାନୀ ର ଗୋଦାମ ଠାରେ ଘଟିଛି ଅଘଟଣ ା ଟ୍ରକ୍ ରୁ ମାଲ୍ ଅନଲୋଡ କରୁଥିବା ସମୟରେ ନିକଟରେ ଥାବା ବିଦ୍ଯୁତ୍ ଟ୍ରାନ୍ସଫରମର ରେ ଟ୍ରକ୍ ଡୋର ଲାଗିଯିବାରୁ ଜଣେ କର୍ମଚାରୀ ଙ୍କ ମୃତ୍ଯୁ ଘଟିଥିବାବେଳେ ଅନ୍ଯ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତ I