ପଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ରେ ପୁର୍ବ ଅପେକ୍ଷା ସ୍ଥିତି ସୁଧୁରି ଥିବା ଆଜି ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋଟିଆ ପୁର୍ବତନ ସରପଞ୍ଚ ବିଶ୍ଵନାଥ ଖିଲ। ପୁର୍ବରୁ ଅପହଞ୍ଚ ଥିବା କୋଟିଆରେ ଗମନାଗମନ ଅସୁବିଧା ଥିଲା କିନ୍ତୁ ଏବେ ରାସ୍ତା ନିର୍ମାଣ ହୋଇଥିବାରୁ ଶିକ୍ଷା, ସ୍ଵାସ୍ଥ୍ୟ ସହ ଜୀବନଜୀବିକା ସୁଦୃଢ଼ ହୋଇଥିବା କହିଛନ୍ତି।