ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାକୁ ଏଲେ ୱାର୍ଣ୍ଣି ଜାରି
ସମ୍ବଲପୁର ଜିଲ୍ଲାକୁ ଏଲେ ୱାର୍ଣ୍ଣି ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ଜିଲ୍ଲାରେ ଆସନ୍ତା ତାରିଖ 16 ତାରିଖ ପାଇଁ ଜିଲ୍ଲା କୁ ଏଲେ ୱାର୍ଣ୍ଣ ଜାରି କରାଯାଇଛି l ସେପଟେ ଜିଲ୍ଲା ରେ ବିଜୁଳି ଘଡଘଡି ମାରିବା ସହ 30 ରୁ 40 କିଲେମିଟର ବେଗ ରେ ପବନ ବୋହିବା ନେଇ ଆଜି ଅପରାହ୍ନ 5ଟାରେ ସୂଚନା ମିଳିଛି l