ବିରିଡି: ତଳପାଟକ ଗ୍ରାମରେ ଦେଖାଦେଇଛି ପାନୀୟଜଳ ସମସ୍ୟା,ଶନିବାର ୧୧ଟା ସମୟରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
ବିରିଡି ବ୍ଲକ ତଳପାଟକ ଗ୍ରାମରେ ଦୀର୍ଘଦିନ ହେବ ଦେଖାଦେଇଛି ପାନୀୟଜଳ ସମସ୍ୟା, ଫଳରେ ସେଠାକାର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ, ଏହି ସମସ୍ୟାଉପରେ ଶନିବାର ୧୧ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ