ବାଲେଶ୍ବର ସଦର: ବାଲେଶ୍ୱରରେ ୟେଲୋ ଆଲର୍ଟ: ଆସନ୍ତାକାଲି ହୋଇପାରେ ପ୍ରବଳ ବର୍ଷା ଓ ଝଡ଼-ପବନ
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଝଡ଼-ପବନ ହେବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ଏହି ସମ୍ଭାବ୍ୟ ପାଣିପାଗ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।