ଅବକାରୀ ବିଭାଗ ଦ୍ୱାରା ରାଜ୍ୟ ରାଜପଥ 10 ସ୍ଥିତ ସତ୍ୟମ ମାର୍ବଲ ନିକଟରୁ 53 କେଜି ଗଞ୍ଜେଇ ସହ ଏକ ଗାଡି ଜବତ, 2 ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ ମଧ୍ୟପ୍ରଦେଶ ସଂଜୀବ ପୁରହିତ, କମଳ କିଶୋର ମିଳିଥିବା ସୂଚନା ଆଜି ଦିନ 10ଟାରେ ଅବକାରୀ ବିଭାଗ ଗାଡି ଗୁଡିକ ଯାଞ୍ଚ କରୁଥିବା ବେଳେ ଏକ ୟୁପି ନମ୍ବର ବିଶିଷ୍ଟ ଏକ ସଫାରୀ ଗାଡିକୁ ଚେକିଂ କରାଯାଇଥିଲା l ଚେକିଂ ସମୟରେ ଗାଡ଼ିରୁ 53 କେଜି ଗଞ୍ଜେଇ ବାହାରିଥିଲା l ଅବକାରୀ ବିଭାଗ ତୁରନ୍ତ ଗାଡି ସହ ସମସ୍ତ ଗଞ୍ଜେଇ ଜବତ କରିଥିଲା l ଏହି ଗଞ୍ଜେଇ ବୌଦ ରୁ ମଧ୍ୟ ପ୍ରଦେଶ ଚାଲାଣ ହେଉଥିଲା l