ନୂଆପଡା: ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପାଇଁ ଅସ୍ୱୀକୃତ ତାଲିକା ପ୍ରକାଶ,ଅପତ୍ତି ଦାଖଲ ପାଇଁ ୯ ଜୁନ୍ ଶେଷତାରିଖ ପୋଲିସ୍ ମୁଖ୍ୟାଳୟରୁ ମିଳିଲାସୁଚନା
ନୂଆପଡା ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପାଇଁ ଅସ୍ୱୀକୃତ ତାଲିକା ପ୍ରକାଶ, ଅପତ୍ତି ଦାଖଲ ପାଇଁ ୯ ଜୁନ୍ ଶେଷ ତାରିଖ ନୂଆପଡା ଜିଲ୍ଲାରେ 2025 ମସିହା ପାଇଁ ହୋମ୍ ଗାର୍ଡ ନିଯୁକ୍ତି ସମ୍ବନ୍ଧୀୟ ଅନେକ ଆବେଦନକୁ ବିଭିନ୍ନ କାରଣରେ ଅସ୍ୱୀକୃତ କରାଯାଇଛି । ଏହି ଅସ୍ୱୀକୃତ ତାଲିକା ବିବରଣୀ ସହିତ ବର୍ତ୍ତମାନ ଜିଲ୍ଲାର ସମସ୍ତ ପୋଲିସ୍ ଥାନାର ନୋଟିସ୍ ବୋର୍ଡ ଉପରେ ଲଗାଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଅଭ୍ୟର୍ଥୀମାନେ ନିଜ ଆବେଦନର ସ୍ଥିତି ଯାଞ୍ଚ କରି ଯଦି କୌଣସି ଅପତ୍ତି ରହିଛି ।