କେନ୍ଦୁଝର ସହର: ରାଇକଳା ସ୍ଥିତ ବାସଭବନରେ ଜନସାଧାରଣଙ୍କ ସହ ମିଶିବା ସହ ବିଭିନ୍ନ ବିଷୟରେ ଆଲୋଚନା କଲେ ଓ ଅଭିଯୋଗ ପତ୍ର ଗ୍ରହଣ କଲେମୁଖ୍ୟମନ୍ତ୍ରୀ
ଆଜି କେନ୍ଦୁଝର ଗସ୍ତ ଅବସରରେ ରାଇକଳା ସ୍ଥିତ ବାସଭବନରେ ଜନସାଧାରଣଙ୍କ ସହ ମିଶିବା ସହ ବିଭିନ୍ନ ବିଷୟରେ ଆଲୋଚନା କଲି ଓ ଅଭିଯୋଗ ପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ପ୍ରଶାସନ ପଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଛି।