ଭୋଗରାଇ: ଜଗନ୍ନାଥପୁର ପ୍ରେଟଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା,୩ ଯୁବକ ଗୁରୁତର ,ତାଳସାରି ପୋଲିସର ତଦନ୍ତ ଆରମ୍ଭ
ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନମ୍ୱର ରାଜ୍ୟ ରାଜପଥ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ନିକଟରେ କାର ବାଇକ ମୁଁହାଁମୁହିଁ ଧକ୍କାରେ ୩ ଜଣ ଯୁବକ ଗୁରୁତର। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଜଳେଶ୍ୱରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ବିଳମ୍ବିତ ରାତିରେ ଭୋଗରାଇ ଚନ୍ଦନେଶ୍ୱର ମାର୍କେଟ ପଟୁ ଏକ ବାଇକ ଥାନାଚ୍ଛକ ଅଭିମୁଖେ ଯାଉଥିଲା ବେଳେ ଥାନାଛକ ପଟୁ ଏକ କାର ଆସି ମୁଁହା ମୁଁହି ଧକ୍କା ହୋଇଛି।