ତେଲକୋଇ: କାଳିଆ ହତା ମୁଣ୍ଡାସାହି ଜୟା ମୁଣ୍ଡା ଚିକିତ୍ସା ନ ପାଇ କଟକ ଏସିବି ଚିକିତ୍ସାଳୟରୁ କଟା ଗୋଡ଼ ଘା କୁନେଇ ଫେରିଲେ,ଦୟନିୟ ଅବସ୍ଥାରେ
କାଳିଆ ହତା ମୁଣ୍ଡାସାହି ଜୟା ମୁଣ୍ଡା ଚିକିତ୍ସା ନ ପାଇ କଟକ ଏସିବି ଚିକିତ୍ସାଳୟରୁ କଟା ଗୋଡ଼କୁ ନେଇ ଫେରିଲେ , ସରକାରଙ୍କ ଯୋଜନାରୁ ବଞ୍ଚିତ , ସୂଚନା ଅନୁଯାୟୀ ଗତ ସପ୍ତାହ ସାନ ଭାଇର ଧାରୁଆ ଅସ୍ତ୍ରରେ ଗୁଡ଼ କଟିଥିଲା , ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଗୁରୁତର ହେବାରୁ ଜିଲ୍ଲା ଓ ରାଜ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ,ରଖିଲେ ପ୍ରତିକ୍ରୀୟା ଆଜି ଅପରାହ୍ନ ୫ଟା ସମୟରେ