ରାୟଗଡା: ଲଗାଣ ବର୍ଷାରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ, ଟିକିରି ଓ କାଶିପୁର ଠାରୁ ରାୟଗଡ଼ା ସହ କୋରାପୁଟ ଚଳାଚଳ ବାଧାପ୍ରାପ୍ତ
Rayagada, Rayagada | Aug 25, 2025
ଲଗାଣ ବର୍ଷାରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ, ଟିକିରି, କାଶିପୁର ଠାରୁ ରାୟଗଡ଼ା ଓ କୋରାପୁଟ ଚଳାଚଳ ବାଧାପ୍ରାପ୍ତ। ସୋମବାର...