ସ୍ପେସିଆଲ କେମ୍ପାନୀକ 5.0 ରେ ସଫେଇ କାର୍ଯ୍ୟକ୍ରମ ଅନୁଗୁଳ ପ୍ରଶାସନ ପକ୍ଷରୁ ସ୍ପେସିଆଲ କେମ୍ପାନୀକ 5.0 ପକ୍ଷରୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଈଥିବା ସଫେଇ ଅଭିଯାନ ଆଜି ନାଳକୋ ନଗର ବିଭିନ୍ନ ଗଲିକନ୍ଦି ରେ ସଫେଇ ହୋଇଛି ପୂର୍ବ ରୁ ଏହି ଅଞ୍ଚଳ ଅନେକ ଅଳିଆ ଆବର୍ଜନା ପଡିରହିଥିବା ବେଳେ ଏଠାରେ ସୋଫାଇ ହୋଈଛି I