ଅନୁଗୋଳ: ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Sep 29, 2025 ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନୁଗୁଳ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନରେ ଏକ ବ୍ୟାପକ ସଫେଇ ଅଭିଯାନ ଚାଲିଛି।ସ୍ୱଚ୍ଛ ଭାରତ, ସ୍ୱଚ୍ଛ କର୍ମକ୍ଷେତ୍ର ଏବଂ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ।