ସଦର: କେସିଙ୍ଗା ରେଳ ଷ୍ଟେସନ ରେ 31 ପ୍ରତିଯୋଗୀଙ୍କୁ ସ୍ୱାଗତ
କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଷଷ୍ଠ ରାଜ୍ୟ ସ୍ତରୀୟ କ୍ୱାନ କି ଡୁ ଓ ସଷ୍ଠ ଦଶ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପରେ କଳାହାଣ୍ଡି ଜିଲ୍ଲାର 31ଜଣ ପ୍ରତିଯୋଗି ଭାଗ ନେଇଥିଲେ । ତେବେ ଆଜି ଏହି କେସିଙ୍ଗା ରେ ସ୍ୱାଗତ