କଣ୍ଟାମାଳ: ଦମାମୁଣ୍ଡା ଗ୍ରାମରେ 13ତମ ଧୁମଧାମରେ ପାଳନ ହେଲା କାଲିପୂଜା
ଧୁମଧାମରେ ପାଳନ ହେଲା କାଲିପୂଜା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମପଂଚାୟତ ର ଦମାମୁଣ୍ଡା ଗ୍ରାମରେ 13ତମ କାଳୀପୁଜା ଧୁମଧାମ ରେ ପାଳନ ହୋଇଛି I ଗତ କାଲି ମଧ୍ୟ୍ୟରାତ୍ରିରେ ମା ଙ୍କୁ ଆବାହନ କରାଯାଇଥିଲା I ଆଜି ବିଭିନ୍ନଦିନ ବେଲା ସାକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟା 7ଘଣ୍ଟା ସମୟ ରେ ମା ଙ୍କୁ ଆଳତି ଧୂପ ପୂଜା ହୋଈଥିବା ବେଳେ ଝିଲମିଲ ଲାଇଟ ସାଙ୍ଗ କୁ ତୋରଣ ସଜେଇ ହେଇଛି ପୂଜା ମଣ୍ଡପ I ଏପଟେ ସହ ସହ ଲୋକ ସନ୍ଦ୍ୟା ହେଲେ ମା ଙ୍କୁ ଦର୍ଶନ କରୁଛନ୍ତି I ଆସନ୍ତା କାଲି ମା ଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହବ I