ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନା ପର୍ବତ ଗ୍ରାମର ଯୁବକ ଜମ୍ମୁ କାଶ୍ମୀରରେ ଫସି ରହିଥିବା ବେଳେ ଏନେଇ ପରିବାର ଲୋକେ ସ୍ଥାନୀୟ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି କୁଂ ଭେଟିଛନ୍ତି ।ଗୁରୁବାର ଅପରାହ୍ନରେ ରାଉରକେଲା ଠାରେ ଡିଆଇଜି କାର୍ଯ୍ଯାଳୟରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ନିଖୋଜ ଯୁବକଙ୍କ ସଂପର୍କୀୟ।