ତେଲକୋଇ: ବାଂଶପାଳ ବ୍ଲକ ଅଡ଼ାଳ ଗ୍ରାମର ସ୍ୱର୍ଗତ ପୂଜା ମୁଣ୍ଡାଙ୍କ ପରିବାରଙ୍କୁ ସମବେଦନା ଜଣେଇବା ପାଇଁ ପହଞ୍ଚିଲେ ସମାଜସେବକ ଗୋପୀନାଥ ରାମ
ବାଂଶପାଳ ବ୍ଲକ ଅଡ଼ାଳ ଗ୍ରାମର ମୁଣ୍ଡାସାହି ସ୍ୱର୍ଗତ ପୂଜା ମୁଣ୍ଡାଙ୍କ ପରିବାରଙ୍କୁ ସମବେଦନା ଜଣେଇବା ପାଇଁ ପହଞ୍ଚିଲେ ସମାଜସେବକ ଗୋପୀନାଥ ରାମ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଅନ୍ତର୍ଗତ ଅଡ଼ାଳ ମୁଣ୍ଡା ସାହିରଆଦିବାସୀ କୁନି ଝିଅ ସ୍ବର୍ଗତ ପୂଜା ମୁଣ୍ଡା ପାରାଲିସ୍ ଓ ଟିଭି ରୋଗ ଭଳି ରୋଗରେ ଆକ୍ରାନ୍ତ ହୋଇ ଘରେ ତିନିବର୍ଷ ହେବ କଷ୍ଟ ଯନ୍ତ୍ରଣା ପାଇ ପଡିରହିଥିଲା କିଛି ସମାଜସେବୀ ସାମ୍ବାଦିକମାନେ ତାକୁ ଘରୁ ଚିକିତ୍ସା କରିବା ପାଇଁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ।ସେଠାରେ ତାଙ୍କର ମୃତ୍ୟୁହୋଇଥିଲାଆଜି ଅପରାହ୍ନ ୫.୩୦