କୋରାପୁଟ ସହର: କୋରାପୁଟ ସଦର ପୋଡାଗଡ଼ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
କୋରାପୁଟ ସହର...ଆଜି ସକାଳ ନଅ ଟା ସମୟରେ କୋରାପୁଟ ସଦର ପୋଡ଼ାଗଡ ପୀ ଏମ ଶ୍ରୀ ଉଛ ମାଧ୍ୟମିକ ବିଦ୍ୟାଳୟରେ କୋରାପୁଟ ସଦର ଥାନା ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉଦ୍ୟସ ରେ ଛାତ୍ର ଛାତ୍ରୀ ମାନଙ୍କୁ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପ୍ରସଙ୍ଗ ଥିଲା ସର୍ଦ୍ଧାର ବଳେବ ଭାଇ ପଟେଲ ଲୌହ ମାନବଙ୍କ ଯିବନି ବିଷୟରେ।ଯେଉଁ ଛାତ୍ର ଛାତ୍ରୀ କୃତିତ୍ୟ ହେଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସଦର ଥାନା ଇନ୍ସପକ୍ତର ଶ୍ରୀ ଫକୀର ମୋହନ ଖରା, ଏ ସ ଆଇ କୃପାଦନ ଖସଲା, ଏ ସ ଆ ଇ ମଦନ ଡଙ୍କିଆ, ହାବିଲଦାର ପ୍ରମଦ କୁମାର ତାରିଣୀ, କୋନେଷ୍ଟେବଲ ଜିତେନ୍ଦ୍ର ସିଂ ସଂଜୁ