Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ କାଉନସିଲର ମାନେ

ବରଗଡ଼ ପୌରପରିଷଦ କାର୍ଯ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ କାର୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ କାଉନସିଲର ମାନେ | ୱାର୍ଡ ନମ୍ବର ୧୮ ର ସମସ୍ୟାକୁ ନେଇ କାଉନସିଲର ପୌରପରିଷଦ କାର୍ୟନିର୍ବାହୀକୁ ଜଣେଇଥିଲେ ଏବଂ ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ତାଙ୍କ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ପରେ ସେହି ସମସ୍ୟା PWD ବିଭାଗ ଅନ୍ତର୍ଗତ ହୋଇଥିବା ବେଳେ ଏନେଇ ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ପୂର୍ବରୁ କେଉଁ କାରଣରୁ ସ୍ପଷ୍ଟୀକରଣ କରି ନ ଥିଲେ ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି |

MORE NEWS