କୋରେଇ: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ରୋଡ ଓ କୋରେଇ ଅଞ୍ଚଳରେ ଚଢ଼ାଉ, 49 ଲିଟର ଦେଶୀ ମଦ ଜବତ ଓ 3 ଜଣ ଗିରଫ
Korai, Jajpur | Aug 19, 2025
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ରୋଡ ଓ କୋରେଇ ଅଂଚଳରେ ଚଢ଼ାଉ,49 ଲିଟର ଦେଶୀମଦ ଜବତ,3ଜଣ ଗିରଫ,କୋର୍ଟ ଚାଲାଣ l ଅବକାରୀ ଅଧିକ୍ଷକଙ୍କ...