ଆଜି ମାର୍ଚ୍ଚ 13 ତାରିଖ ଶୁକ୍ରବାର, ଖରା ଆସିଲେ ବନ ବିଭାଗ ସତେ ଅବା ଅଭିଶାପ। ଦୁର୍ବୃତ୍ତଙ୍କ ଦ୍ବାରା ବନ ପୋଡି ବା ଜଙ୍ଗଲ ପୋଡ଼ିକୁ ନିୟନ୍ତ୍ରଣକୁ ଆଣିବା ବନ ବିଭାଗର ଏକ ରକମ ସବୁଦିନିଆ କାମ ହୋଇ ପଡ଼ିଛି। ଆଜି ଦୁର୍ବୃତ୍ତ ମାନେ କେନ୍ଦୁ ଡିହି ଜଙ୍ଗଲରେ ଏପରି କଦର୍ଯ୍ୟ କାଣ୍ଡ କରି ପ୍ରାୟ 100 ଏକରରୁ ଅଧିକ ଜଙ୍ଗଲ ଜାଳି ଦେଇଛନ୍ତି। ତେବେ ଏହି ଘଟଣା ସେମାନେ କେତେବେଳେ ଘଟାଇଛନ୍ତି ତାହା କାହାରିକୁ ଜଣା ନାହିଁ। ତେବେ ମଧ୍ୟାହ୍ନ 12:45 ପାଖାପାଖି ସମୟରରେ ବନ ବିଭାଗ ଦୃଷ୍ଟିକୁ ଆସିଥିଲା ଏହି ଅଗ୍ନି କାଣ୍ଡର ଘଟଣା। ଚାରି ଆଡେ ନିଆଁ ବ୍ୟାପିଥିଲା। ବନ ବିଭାଗ କର୍ମଚାରୀ ମାନେ ନିଜ