Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ଟ୍ରଷ୍ଟଫଣ୍ଡ କଲେଜର ଛାତ୍ରଛାତ୍ରୀ

ବରଗଡ଼ ଟ୍ରଷ୍ଟଫଣ୍ଡ କଲେଜ ନାଁରେ ଅଭିଯୋଗ । ସୋମବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ କଲେଜ ଛାତ୍ରଛାତ୍ରୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ କଲେଜରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ପାଳନ କରାଯାଉ ବୋଲି ଦାବି କରିଛନ୍ତି | ଏଡମିସନ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରାଯାଉଛି କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଟଙ୍କା ହେଲେ ଦୀର୍ଘ 28 ବର୍ଷ ହେଲା କଲେଜ କର୍ତ୍ତୃପକ୍ଷ ଆୟୋଜନ କରୁନାହାନ୍ତି ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଅଛି ।

MORE NEWS