ଲାଞ୍ଜିଗଡ: ଥୁଆମୂଳ ପଞ୍ଚାୟତ ଭଟାଗୁଡା ଗ୍ରାମ ପରିଦର୍ଶନ କଲେ ବିଡ଼ିଓ
ମଙ୍ଗଳବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ବ୍ଲକର ଥୁଆମୂଳ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି।ଏହି ଅବସରରେ ଥୁଆମୂଳ ପଞ୍ଚାୟତର ସରପଞ୍ଚ ବଳଭଦ୍ର ଜାନୀଙ୍କ ସହିତପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଅନୁଧ୍ୟାନ କରିବା ସହିତ ଆଲୋଚନା କରିଛନ୍ତି।