ଝାରସୁଗୁଡା ଜିଲ୍ଲା ଉଜ୍ବଳ ବାଜାଜ କୁ ଫାଇନ କଲେ ଝାରସୁଗୁଡା ଖାଉଟି ଅଦଳାତ l ଗ୍ରହାକ ନେତ୍ରାନନ୍ଦ ସାହୁ ଙ୍କ ଠାରୁ ୨ ଟଙ୍କା ଅଧିକ ନେଇଥିବାରୁ ଉଜ୍ବଳ ବଜାଜ କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଆଦତଲ l ନେତ୍ରା ନନ୍ଦ ସାହୁ ପ୍ରାୟ ୪ ମାସ ପୂର୍ବେ ଏକ ସାମଗ୍ରୀ କିଣିବା ପାଇଁ ଉଜ୍ୱଳ ବାଜାଜ କୁ ଯାଇଥିଲେ l ସେଠାରେ ୧୫୮ ଟଙ୍କା ର ସାମଗ୍ରୀ କୁ ନେତ୍ରାନନ୍ଦ ଙ୍କ ଠାରୁ ୧୬୦ ଟଙ୍କା ନିଆଯାଇଥିଲା l ଏହାକୁ ବିରୋଧ କରି ନେତ୍ରାନନ୍ଦ ଜିଲ୍ଲା ଖାଉଟି ଅଦାଲତ ର ଦ୍ୱାରସ୍ତ ହୋଇଥିଲେ l ନେତ୍ରାନନ୍ଦ ଙ୍କ ଠାରୁ ନିଆଯାଇଥିବା ଅଧିକ ୨ ଟଙ୍କା ଫେରସ୍ତ ସହ ୨୫ ହଜାର କ୍ଷତିପୂରଣ ଏବ