ମୋହନା: କୁସୁମପୁର ଗାଁ ରେ ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଘଟଣା,ପୋତା ଯାଇଥିବା ପାହାଡ଼ ଉପରୁ ମାଟି ଖୋଳି ଶବ ଜବତ କଲା ପୋଲିସ
Mohana, Gajapati | Aug 7, 2025
ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଘଟଣା ପୋତା ଯାଇଥିବା ପାହାଡ଼ ଉପରୁ ମାଟି ଖୋଳି ଶବ ଜବତ କଲା ପୋଲିସ ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର...