Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ବାମଣ୍ଡା ଗ୍ରାମ ରାସ୍ତାରୁ ୧୧ଲିଟର ବେଆନ ମଦ ଜବତ କରି ମାମଲା ୠଜୁକଲା ବୌଦ୍ଧ ଅବକାରୀ ପୋଲିସ

ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ହରଭଙ୍ଗା ବ୍ଲକର, ବୌଦ୍ଧ ଥାନା ଅନ୍ତର୍ଗତ ବାମୁଣ୍ଡା ଗ୍ରାମରେ ଚଳିଥିବା ବେଆନ ମଦ କରବାର ନେଇ, ଆଜି ସକାଳ ପାଖାପାଖି ୧୧.୩୦ସମୟରେ ବୌଦ୍ଧ ଅବକାରୀ ପୋଲିସ ଚଢ଼ାଉ କରି ଗ୍ରାମର ରାସ୍ତାରୁ ୧୧ଳିତ ମହୁଲି ମଦ ଜବତ କରି l ସମ୍ପୃକ୍ତ ଆସାମୀ ନାମରେ ୧୪୬/୨୦୨୫-୨୬ରେ ମାମଲା ରୁଜୁ କରି l ଆସାମୀକୁ BNSS ୩୫(୩)ରେ ନୋଟିସ ଦେଇ ଛାଡି ଦିଆ ଯାଇଛି l

MORE NEWS