ଅବକାରୀ ବିଭାଗ ଦ୍ୱାରା ବୁର୍ଲା ଅଞ୍ଚଳରୁ କଫ ସିରଫ ଜବତ, ଜଣେ ମହିଳା ଗିରଫ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ଅବକାରୀ ବିଭାଗର ଏକ ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇହାଇସ୍କୁଲ ପଡା ରେ ଅତର୍କିତ ଚଢାଉ କରିଥିଲା l ଏହି ଚଢାଉ ସମୟରେ ଜଣେ ମହିଳାଙ୍କ ନିକଟରୁ 69 ଟି ବୋତଲ କଫ ସିରଫ ଜବତ କରିଥିଲେ l ତୁରନ୍ତ ମହିଳାଙ୍କୁ ଗିରଫ କରିଥିଲା l ଆଜି ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି l