ବୌଦ୍ଧ ସଦର: ରାମ୍ଭି କଟା ଗ୍ରାମରେ ବାଇକ ସିଟ୍ ରୁ ବାହାରିଲା ବିଷଧରସାପ ଅଳ୍ପକେ ବର୍ତିଲେ ଚାଳକ
ବୋୖଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ଅକ୍ଷୟ ମହାକୁଡ଼ ନିଜ ବାଇକ ଯୋଗେ ବୋୖଦ୍ଧ ରୁ ନିଜ ଘରୁ ଫେରୁଥିବା ବେଳେ ବାଇକ ମିରରରେ ଗାଡି ସିଟ ତଳୁ ଏକ ସାପ ବାହାରିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ବାଇକ କୁ ଅଧା ରାସ୍ତା ରେ ଅଟକାଇ ଗାଡି ସିଟ ଖୋଲି ଦେଖିଥିଲେ । ଦେଖିଲା ବେଳକୁ ସିଟ ତଳେ ଏକ ୪ଫୁଟ ଲମ୍ବା ର ବିଷଧର ଚିତି ସାପ ରହିଥିବା ଦେଖିବାକୁ ପାଇଥିଲେ । ସିଟ ଖୋଲି ବା ପରେ ଲୋକଙ୍କ ପାଟି ଶୁଣି ସାପ ପ୍ରାୟ ଅଧଘଣ୍ଟା ରହିବା ପରେ ବାହାରକୁ ବାହାରି ଚାଲିଯାଇଥିଲା । ଆଉ ଆସର୍ଣ୍ଣ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯୁବକ