ଆଜି ରାତି 7ଟା ରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ phd ପଡିଆ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ର ଉଦ୍ଘାଟନ ହେଇଯାଇଛି l ଏହି ଅବସର ରେ ସମ୍ବଲପୁର ର ରାଷ୍ଟ୍ରୀୟ ସୀୟଂ ସେବକ ସଂଘ ର ପୁର୍ବତନ ବରିଷ୍ଟ ପ୍ରଚାରକ ଶ୍ରୀ ଯୁକ୍ତ ବିପିନ ବିହାରୀ ନନ୍ଦ ଓ ଶ୍ରୀଯୁକ୍ତ ଶତ୍ରୁଘ୍ନ ଲାଲ ସହା ଅତିଥି ଭାବେ ଯୋଗ ଦେଇଥିଲେ lଆସନ୍ତା ୨୪ ରୁ ସମ୍ବଲପୁର PHD ପଡିଆରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଣିଜ୍ୟ ମେଳା l ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଏହି ମେଳା ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କିଛି ଭିନ୍ନ କିସମ ର ସାମଗ୍ରୀ ଏହି ମେଳା ରେ ଦେଖିବାକୁ ମିଲୁଥିବା ଦେଖିବାକୁ ମିଳିଛି l